Jump to content

ନିର୍ଋତି

ଉଇକିଅଭିଧାନ‌ରୁ

ନିର୍ଋତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନିର୍=ବିପରୀତ+ଋତି=ଶୁଭ)

[ସମ୍ପାଦନା]
୧. ଅଲକ୍ଷ୍ମୀ; ଉଦ୍ଦାଳକ ଋଷିପତ୍ନୀ; ଲକ୍ଷ୍ମୀଙ୍କ ବଡ଼ ଭଉଣୀ — ୧. The elder sister of Lakshmī and the wife of sage Uddāḻaka.


୨. ଅସୌଭାଗ୍ୟ — ୨. Misfortune; adversity; calamity.
୩. ଦୁଃଖ — ୩. Affliction; distress; calamity.
୪. ଉପଦ୍ରବ —୪. Oppression harassment.
୫. ଦକ୍ଷିଣପଶ୍ଚିମ କୋଣର ଅଧିଷ୍ଠାତ୍ରୀ ଦେବୀ — ୫. The goddess presiding over the south western corner of the earth.

ପୁଲିଙ୍ଗ -

[ସମ୍ପାଦନା]

ନୈର୍ଋତ ଦିକ୍ପାଳ — The God guarding the S.W. quarter of the earth.

ବିଶେଷ୍ୟ -

[ସମ୍ପାଦନା]

ଉପଦ୍ରବପୂର୍ଣ୍ଣ — Full of harassment or oppression.