ନିର୍ଗୁଣ
ଦେଖଣା
ନିର୍ଗୁଣ
ଉଚ୍ଚାରଣ
[ସମ୍ପାଦନା](ନିର୍ଗୁଣା—ସ୍ତ୍ରୀ)
ନିର୍ଗୁଣତା, ନିର୍ଗୁଣତ୍ୱବି
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିଃ+ଗୁଣ)
[ସମ୍ପାଦନା]- ୧. ଗୁଣରହିତ; ଗୁଣହୀନ — ୧. Without qualities or attributes.
- ୨. ଅଯୋଗ୍ୟ —୨. Worthless; useless.
- ୩. ସତ୍ତ୍ୱ, ରଜ, ତମ ଏହି ତ୍ରିଗୁଣରହିତ — ୩. Destitude of attributes.
- ୪. ଯହିଁରେ ଗୁଣ ବା ରଜ୍ଜୁ ନାହିଁ — ୪. Stringless.
- ୫. ଧନୁର୍ଗୁଣରହିତ — ୫. Destitute of the bow string.
- ୬. ସୁଗୁଣହୀନ — ୬. Destitute of good qualities.
ବିଶେଷ୍ୟ -
[ସମ୍ପାଦନା]ତ୍ରିଗୁଣାତୀତ ପରମେଶ୍ୱର —God who is above worldly attributes; the Supreme Being.