Jump to content

ନିର୍ଗୂଢ଼

ଉଇକିଅଭିଧାନ‌ରୁ

ନିର୍ଗୂଢ଼

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍=ଭିତରେ+ଗୁହ୍ ଧାତୁ=ଆଚ୍ଛାଦନ+କର୍ମ. ତ)

[ସମ୍ପାଦନା]
୧. ସଂବୃତ; ସମାଚ୍ଛାଦିତ — ୧. Covered; enveloped.
୨. ଅତିଶୟ ଗୂଢ଼ — ୨. Very secret; confidential.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବୃକ୍ଷକୋଟର —The hollow of a tree.