Jump to content

ନିର୍ଗ୍ରନ୍ଥିକ

ଉଇକିଅଭିଧାନ‌ରୁ

ନିର୍ଗ୍ରନ୍ଥିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର୍+ଗ୍ରନ୍ଥ+କ)

[ସମ୍ପାଦନା]

କ୍ଷପଣକ; ନଗ୍ନ ସନ୍ନ୍ୟାସୀ — A nude ascetic.

ସଂସ୍କୃତ - ବଣ

[ସମ୍ପାଦନା]
୧. ନିପୁଣ; ଦକ୍ଷ — ୧. Skilful; clever; expert.
୨. ହୀନ; ନୀଚ —୨. Mean; low.
୩. ଏକାକୀ —୩. Alone; unattended.
୪. ନିଷ୍ଫଳ —୪. Fruitless.