Jump to content

ନିର୍ଘଟ

ଉଇକିଅଭିଧାନ‌ରୁ

ନିର୍ଘଟ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ନିର୍+ଘଣ୍ଟ୍ ଧାତୁ ଚେଷ୍ଟା କରିବା+ଅ)+

୧. ରାଜକରଶୂନ୍ୟ ହଟ୍ଟୁ —A market where no toll is taken.
୨. ହାଟ; ବଜାର ପ୍ରଭୃତି —୨. Market; bazar.
୩. ଯେଉଁଠାରେ ଘାଟ ବା ପାହାଞ୍ଚ ନାହିଁ —୩. A place having no quay or steps (M.W.)