Jump to content

ନିର୍ଘାତେ

ଉଇକିଅଭିଧାନ‌ରୁ

ନିର୍ଘାତେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରି. ବିଶେଷଣ -

[ସମ୍ପାଦନା]
୧. ଭୀଷଣଭାବରେ; ଭୟଙ୍କରୂପେ — ୧. Terribly.

ଏତେଦିନେ କହେ ଭୀମ ଗର୍ଜିସ ନିର୍ଘେତେ—ରାଧାନାଥ, ବେଣୀସଂହାର

୨. ଜୋରରେ —୨. With force.

ନ କହି ଯଦୁବଂଶ କାଶ— ନିର୍ଘାତେ ଛାଡ଼ିଲା ବିଶ୍ୱାସ—ଜଗନ୍ନାଥ, ଭାଗବତ