Jump to content

ନିର୍ଘୃଣ

ଉଇକିଅଭିଧାନ‌ରୁ

ନିର୍ଘୃଣ

ଉଚ୍ଚାରଣ

[ସମ୍ପାଦନା]
(ନିର୍ଘୃଣା—ସ୍ତ୍ରୀ) 

(ନିର୍ଘୃଣତା—ବି)

ସଂସ୍କୃତ - ବିଶେଷଣ - ଫୁ. (ବହୁବ୍ରୀହି; ନିର୍+ଘୃଣା)

[ସମ୍ପାଦନା]
୧. ଘୃଣାଶୂନ୍ୟ — ୧. Having no repulsion.
୨. ନିର୍ଲ୍ଲଜ୍ଜ —୨ Shameless; immodest.
୩. ନିଷ୍ଠୁର; ନିର୍ଦ୍ଦୟ — ୩. Cruel; pitiless; unmerciful.