Jump to content

ନିର୍ଘୋଷ

ଉଇକିଅଭିଧାନ‌ରୁ

ନିର୍ଘୋଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିମ. (ନିର୍=ବିଶେଷ+ଘୁଷ୍ ଧାତୁ= ଶବ୍ଦ କରିବା+ ଭାବ. ଅ)

[ସମ୍ପାଦନା]
୧. ନିନାଦ; ଗଭୀତ ଶବ୍ଦ —୧. Rumbling sound; rattling sound.

(ଯଥା—ବ୍ରଜ ନିର୍ଘୋଷ)

୨. ଭୀଷଣ ଶବ୍ଦ —୨. Terrible sound.

ସଂସ୍କୃତ - ବିଶେଷଣ -(ନିର୍+ଘୋଷ; ବହୁବ୍ରୀହି)

[ସମ୍ପାଦନା]

ଶୂନ୍ୟଶୂନ୍ୟ — Soundless; noiseless.