ନିର୍ଘୋଷଣା
ଗମ୍ଭୀରଧ୍ୱନି ବା ଶବ୍ଦ — Loud sound.
ମୃଦଙ୍ଗ ଶଙ୍ଖ ଭେଦୀ ବୀଣା, ଘଣ୍ଟ ଦୁର୍ଦ୍ଦୁରୀ ନିର୍ଘୋଷଣା ଜଗନ୍ନାଥ ଭାଗବତ