Jump to content

ନିର୍ଜିହ

ଉଇକିଅଭିଧାନ‌ରୁ

ନିର୍ଜିହ

ଉଚ୍ଚାରଣ

[ସମ୍ପାଦନା]
(ନିର୍ଜିହା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (ବହୁବ୍ରୀହି; ନିର୍+ଜିହ୍ୱା)

[ସମ୍ପାଦନା]
୧. ଯାହାର ଜିଭ ନାହିଁ —୧. Tongueless.
୨. ଯାହାର ଜିହ୍ୱା ନିର୍ଗତ ହୋଇଅଛି — ୨. Having a protruding tongue.

ସଂସ୍କୃତ - ବିଶେଷ୍ୟ - (ନିର୍=ନାହିଁ+ଜିହ୍ୱା)

[ସମ୍ପାଦନା]

ଭେକ; ବେଙ୍ଗ —Frog.