ନିର୍ଜ୍ଜର
ଦେଖଣା
ନିର୍ଜ୍ଜର
ଉଚ୍ଚାରଣ
[ସମ୍ପାଦନା](ନିର୍ଜ୍ଜ(ର୍ଜ୍ଜୁ)ରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ଫୁ. (ବହୁବ୍ରାହୀ; ନିର୍+ଜିରା=ବୃଦ୍ଧତ୍ୱ)
[ସମ୍ପାଦନା]- ୧. ଜରାରହିତ —୧. Undecaying.
- ୨. ବିନାଶ ବା କ୍ଷୟରହିତ — ୨. Free from decrepitude; imperishable.
- ୩. ଯୁବକ —୩. Young.
- ୪. ମରଣରହିତ; ଅମର —୪. Immrortal.
ବିଶେଷ୍ୟ -
[ସମ୍ପାଦନା]- ୧. ଦେବତା —୧. Deity.
- ୨. ସୁଧା; ଅମୃତ —୨. Nectar; ambrosia.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯୁବକ —Grown-up man.
ବାଲ୍ୟଟ ଅବସ୍ଥା ମୁରଣା ନିର୍ଜରେ ସାରଣୀ ଫିଙ୍ଗୀଲା ପରି ରେ— ଭଞ୍ଜ. ବୈଦେହୀଶବିଳାସ