Jump to content

ନିର୍ଜ୍ଜଳ

ଉଇକିଅଭିଧାନ‌ରୁ

ନିର୍ଜ୍ଜଳ

ଉଚ୍ଚାରଣ

[ସମ୍ପାଦନା]
(ନିର୍ଜଳା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ -(ନିର୍+ଜଳ)

[ସମ୍ପାଦନା]
୧. ଜଳହୀନ ୧. Waterless.

ଏ ବାହାରେ ପୁତ୍ର ପୁଣି ନ ରହେ ଘତେ, ଯେ ପରକାରେ ମାଛ ନିର୍ଜଳ ପଙ୍କରେ କୃଷ୍ଣସିଂହ, ମହାଭାରତ. ଶାନ୍ତି

୨. ଶୁଷ୍କ —୨. Dry; arid.
୩. ଜଳଦ୍ୱାରା ଅବିମିଶ୍ରିତ —୩. Unadulrerated with water; not mixed with water.
୪. ନିରମ୍ୱୁ; ଜଳପାନରିହିତ; ଯେଉଁ ବ୍ରତ ଆଦି ଉପଲକ୍ଷରେ ବ୍ରତଧାରୀ ବ୍ୟକ୍ତି ଜଳସୁଦ୍ଧା ପାନ କରେ ନାହିଁ — ୪. Subsisting without even taking water.

କରନ୍ତି ଏକାଦଶୀ ବ୍ରତ, ନିର୍ଜଳ ଯାମିନୀ ଜାଗ୍ରତ—ଭୂପତି. ପ୍ରେମପଞ୍ଚାମୃତ

ବିଶେଷ୍ୟ -

[ସମ୍ପାଦନା]

ଜଳଶୂନ୍ୟ ମରୁଭୁମି —Waterless desert.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନିର୍ଜଳା (ଦେଖ) - —Nirjaḻā (See)