ନିର୍ଜ୍ଜିତ
ଦେଖଣା
ନିର୍ଜ୍ଜିତ
ଉଚ୍ଚାରଣ
[ସମ୍ପାଦନା](ନିର୍ଜତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ନିର୍=ନିଶ୍ଚୟ+ଜି. ଧାତୁ=ଜୟ କରିବା+ କର୍ମ. ତ)
[ସମ୍ପାଦନା]- ୧. ପରାଭୁତ; ପରାଜିତ — ୧. Defeated; vanquished; overcome; crushed
- ୨. ବଶୀକୃତ —୨. Entirely subdued.
କୋଟି ମଦନକୁ ଥଗୋଚର ରମଣୀ ରସରେ ନିର୍ଜିତ— ପ୍ରାଚୀ ରସବାରିଧି
- ୩. ଅର୍ଜିତ —୩. Acquired; gained.
- ୪. ଯାହା ଜିଣି କରି ଅର୍ଜନ କରାଯାଇ ଥାଏ — ୪. Won.
- ୫. ଦାବୀ କରାଯିବା —୫. Claimed (Apte)
ବିଶ୍ୱ ସଂସାରେ ତୋ କ୍ରିଡ଼ାରେ ନିର୍ଜିତ ମୋର ଶଙ୍କର— ପ୍ରାଚୀ. ରସବାରିଧି
- ୩. ଅର୍ଜିତ —୩. Acquired; gained.
- ୪. ଯାହା ଜିଣି କରି ଅର୍ଜନ କରାଯାଇ ଥାଏ — ୪. Won.
- ୫. ଦାବୀ କରାଯିବା —୫. Claimed (Apte)
ବିଶ୍ୱ ସଂସାରେ ତୋ କ୍ରିଡ଼ାରେ ନିର୍ଜିତ ମୋର ଶଙ୍କର— ପ୍ରାଚୀ. ରସବାରିଧି