ନିର୍ଝର
ଦେଖଣା
ନିର୍ଝର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନିର୍+ଝ ଧାତୁ=ଜୀର୍ଣ୍ଣ ହେବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଝରଣା; ଉତ୍ସ —୧. A spring; fountain; a cascade,
- ୨. ଜଳପ୍ରପାତ —୨. Waterfull.
- ୩. ତୁଷାନଳ —୩. Fire of chaff.
- ୪. ବାରିପ୍ରବାହ —୪. A current of water.
- ୫. ସୂର୍ଯ୍ୟଙ୍କ ଘୋଟକ — ୫. A horse of the Sun-god.
- ୬. ହସ୍ତୀ —୬. An elephant (Apte).