Jump to content

ନିର୍ଝରିଣୀ

ଉଇକିଅଭିଧାନ‌ରୁ

ନିର୍ଝରିଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନିର୍ଝର+ଇନ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଗିରି ନଦୀ — ୧. A mountain torrent.
୨. ପ୍ରବାହବତୀ ନଦୀ —୨. River; stream.
୩. ଝରଣା —୩. A spring.