ନିର୍ଣ୍ଣାୟକ
ଦେଖଣା
ନିର୍ଣ୍ଣାୟକ
ଉଚ୍ଚାରଣ
[ସମ୍ପାଦନା](ନିର୍ଣ୍ଣିୟିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ଫୁ. (ନିର୍=ନିଶ୍ଚିତରୂପେ+ନୀ ଧାତୁ= ନେବା+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ନିରୂପକ —୧. Determining; ascertaining.
- ୨. ନିର୍ଦ୍ଧରକ —୨. Certifying.
- ୩. ନିଷ୍ପାଦକ —୩. Ascertaining; leading to a decision.
- ୪. ମୀସଂସକ —୪. Deciding; decisive.
- ୫. ଯହିଁରୁ କୌଣସି ବିଷୟ ନିର୍ଣ୍ଣୟ କରାଯାଏ — ୫. Leading to a decision; conclusive.