Jump to content

ନିର୍ଣ୍ଣିକ୍ତ

ଉଇକିଅଭିଧାନ‌ରୁ

ନିର୍ଣ୍ଣିକ୍ତ

ଉଚ୍ଚାରଣ

[ସମ୍ପାଦନା]

(ନିର୍ଣ୍ଣିକ୍ତି—ବିଶେଷ୍ୟ)

ସଂସ୍କୃତ - ବିଶେଷଣ - (ନିର୍=ନିଃଶେଷରୂପେ+ନିଜ୍ ଧାତୁ ପରିଷ୍କାରଟ କରିବା+କର୍ମ. ତ)

[ସମ୍ପାଦନା]
୧. ଅପନୀତ ମଳ; ପ୍ରକ୍ଷାଳିତ — ୧. Washed.
୨. ପରିଷ୍କୃତ —୨. Cleansed.
୩. ଶୋଧିତ —୩. Rectified.
୪. ପବିତ୍ରୀକୃତ —୪. Purified.
୫. ବିଗତପାପ —୫. Purged of sin.