Jump to content

ନିର୍ଣ୍ଣିମେଷ

ଉଇକିଅଭିଧାନ‌ରୁ

ନିର୍ଣ୍ଣିମେଷ

ଉଚ୍ଚାରଣ

[ସମ୍ପାଦନା]
(ନିର୍ଣ୍ଣିମେଷା—ସ୍ତ୍ରୀ) 

(ନିର୍ନିମେଷ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ଫୁ. (ନିର୍+ନିମେଷ; ବହୁବ୍ରୀହି)

[ସମ୍ପାଦନା]
୧. ନିମେଷଶୂନ୍ୟ —୧. Winkless.
୨. ଯାହା ଆଖିରେ ପଲକ ପଡ଼େ ନାହିଁ — ୨. One whose eyes do not wink.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିଷ୍ଣୁ —A name of Bishṇu.