Jump to content

ନିର୍ଣ୍ଣୀତ

ଉଇକିଅଭିଧାନ‌ରୁ

ନିର୍ଣ୍ଣୀତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍+ନୀ ଧାତୁ=ନେବା+କର୍ମ. ତ)

[ସମ୍ପାଦନା]
୧. ଅବଧାରିତ; ନିର୍ଦ୍ଦିଷ୍ଟ; ସ୍ଥିରୀକୃତ — ୧. Ascertained;. settled, fised upon; confirmed; decided.
୨. ନିରୁପିତ —୨. Determined.
୩. ସଂସ୍ଥାପିତ —୩. Established.
୪. ପ୍ରମାଣିତ —୪. Demonstrated; proved.
୫. ଅନୁସନ୍ଧାନଦ୍ୱାରା ଯାହାର ପତା ମିଳିଅଛି — ୫. Traced out.