ନିର୍ଣ୍ଣେ
ଦେଖଣା
ନିର୍ଣ୍ଣେ
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ପ୍ରାଚୀନ ବ୍ୟବହାର)
[ସମ୍ପାଦନା]ନିର୍ଣ୍ଣିୟ; ଅବଧାରଣ — Ascertainment.
ଏରୂପେ ବେଦେ ବ୍ରହ୍ମପୁରି ବେଦ ନ ଜାଣେ ନିର୍ଣ୍ଣେ କରି ଭୁପତି. ପ୍ରେମପଞ୍ଚାମୃତ
କ୍ରି. ବିଶେଷଣ -
[ସମ୍ପାଦନା]ସମ୍ପୂର୍ଣ୍ଣରୂପେ; ବିଶଦ ଭାବରେ — Clearly; fully.
ଥୋକାଏ ଥୋକାଏ ଜାଣନ୍ତି ନିର୍ଣ୍ଣେ ବଖାଣି ନ ପାରନ୍ତି ପ୍ରାଚୀ ନିର୍ଗୁଣମହାତ୍ମା