Jump to content

ନିର୍ଦେଶନ

ଉଇକିଅଭିଧାନ‌ରୁ

ନିର୍ଦେଶନ

ଉଚ୍ଚାରଣ

[ସମ୍ପାଦନା]

(ନିର୍ଦ୍ଦେଶନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନିର୍+ଦିଶ୍ ଧାତୁ+ ଭାବ. ଅନ)

[ସମ୍ପାଦନା]
୧. ନିର୍ଣ୍ଣୟକରଣ —୧. Ascertainment.
୨. ନିୟୋଗକରଣ — ୨. Appointing.
୩. ବର୍ଣ୍ଣନ —୩. Description.
୪. ଆଦେଶ —୪. Command; order.
୫. କୌଣସି ବିଶେଷ କାର୍ଯ୍ୟ ନିମନ୍ତେ ବିଷୟ ସମ୍ପତ୍ତିକୁ ନିୟୋଜିତ କରିବା —୫. Appropriation of property to a particular purpose.