Jump to content

ନିର୍ଦେଶିବା

ଉଇକିଅଭିଧାନ‌ରୁ

ନିର୍ଦେଶିବା

ଉଚ୍ଚାରଣ

[ସମ୍ପାଦନା]

(ନିର୍ଦ୍ଦେଶିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ନିର୍ଦ୍ଦେଶ)

[ସମ୍ପାଦନା]

ନିର୍ଦ୍ଦେଶ କରିବା; ପ୍ରଦର୍ଶନ କରିବା — To point out.

ଦେବ କୈଶ୍ୱାଜର ତହୁଁ ବୋଇଲେ ବାରୁଣୀଦିଗେ ଅଙ୍ଗୁଳି ନିର୍ଦ୍ଦେଶ ରାଧାନାଥ. ମହାଯାତ୍ରା