Jump to content

ନିର୍ଦେଷ୍ଟା

ଉଇକିଅଭିଧାନ‌ରୁ

ନିର୍ଦେଷ୍ଟା

ଉଚ୍ଚାରଣ

[ସମ୍ପାଦନା]

(ନିର୍ଦ୍ଦେଷ୍ଟା—ଅନ୍ୟରୂପ)

(ନିର୍ଦ୍ଦେଷ୍ଟ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନିର୍+ଦିଶ୍. ଧାତୁ+କର୍ତ୍ତୃ. ତୃ. ୧ମା. ୧ବ)

[ସମ୍ପାଦନା]
୧. ନିର୍ଦ୍ଦେଶକ (ଦେଖ) - — ୧. Explaining; showing.
୨. ଉପଦେଶକ —୨. Advising.