Jump to content

ନିର୍ଦ୍ଦର

ଉଇକିଅଭିଧାନ‌ରୁ

ନିର୍ଦ୍ଦର

ଉଚ୍ଚାରଣ

[ସମ୍ପାଦନା]

(ନିର୍ଦ୍ଦର—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ନିର୍=ନାହି+ଦୃ ଧାତୁ=ଆଦର କରିବା+କର୍ମ. ଅ)

[ସମ୍ପାଦନା]
୧. ନିର୍ଭୟ —୧. Fearless.
୨. କଠୋର —୨. Harsh.
୩. ନିର୍ଲଜ୍ଜ —୩. Shameless; immodest.

=== ସଂସ୍କୃତ - ବିଶେଷ୍ୟ -

ନିର୍ଝର; ଝରଣା —Fountain; spring.