ନିର୍ଦ୍ଦେଶକ
ଦେଖଣା
ନିର୍ଦ୍ଦେଶକ
ଉଚ୍ଚାରଣ
[ସମ୍ପାଦନା](ନିର୍ଦ୍ଦେଶିକା—ସ୍ତ୍ରୀ)
(ନିର୍ଦେଶିକ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ଫୁ. (ନିର୍+ଦିଶ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଆଜ୍ଞାପକ —୧. Commanding; ordering.
- ୨. ବର୍ଣ୍ଣନକାରୀ —୨. Describing.
- ୩. ପରିଚାଳକ —୩. Guiding; conducting.
- ୪. ପ୍ରଦର୍ଶକ —୪. Showing.
- ୫. ଉପଦେଶକ —୫. Instruction.
- ୬. ଅବଧାରକ; ନିର୍ଣ୍ଣାୟକ — ୬. Ascertaining; settling; determining.
- ୭. ଯାହା ବା ଯେ କୌଣସି ପଦାର୍ଥର ସଂଜ୍ଞା ନିର୍ଦ୍ଦେଶ କରେ — ୭. Designation; defining.