Jump to content

ନିର୍ଦ୍ଦେଶନୀୟ

ଉଇକିଅଭିଧାନ‌ରୁ

ନିର୍ଦ୍ଦେଶନୀୟ

ଉଚ୍ଚାରଣ

[ସମ୍ପାଦନା]

(ନିର୍ଦ୍ଦେଶନୀୟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ନିର୍+ଦିଶ୍. ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ବର୍ଣ୍ଣନୀୟ —୧. Describable.
୨. ପ୍ରମାଣସାଧ୍ୟ — ୨. Capable of proof.
୩. ବ୍ୟାଖ୍ୟେୟ —୩. Explicable; explainable.