ନିର୍ଦ୍ଦୟ
ଦେଖଣା
ନିର୍ଦ୍ଦୟ
ଉଚ୍ଚାରଣ
[ସମ୍ପାଦନା](ନିର୍ଦୟ—ଅନ୍ୟରୂପ)
(ନିର୍ଦ୍ଦୟା—ସ୍ତ୍ରୀ)
(ନିର୍ଦ୍ଦୟତା—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ଫୁ. (ବହୁବ୍ରୀହି; ନିର୍=ନାହିଁ+ଦୟା)
[ସମ୍ପାଦନା]- ୧. ନିଷ୍କରୁଣ —୧. Merciless; unkind; unfeeling.
- ୨. ନିଷ୍ଠୁର; କ୍ରୁର; ହିଂସ୍ର — ୨. Cruel; hard-hearted.
- ୩. କଠୋର —୩. Severe; harsh.
ବିଶେଷ୍ୟ -
[ସମ୍ପାଦନା](ପ୍ରାଚୀନପଦ୍ୟ) ନିର୍ଦ୍ଦୟାତା; ନିଷ୍ଠୁରତା — Cruelty; hard heaeredness.
ସେହି ହୃଦୟ ଏବେ ଉଦୟ ତହିଁ ନିର୍ଦ୍ଦୟ ବାର ଭଞ୍ଜ. ପ୍ରମସୁଧାନିଧି