ନିର୍ଦ୍ଦୟା
[ନିର୍ଦୟା(ୟୀ)—ଅନ୍ୟରୂପ]
ନିଷ୍ଠୁର; ଦୟାହୀନ — Cruel; merciless.
ହା ହା ଦଇବ ତୁ ନିର୍ଦ୍ଦୟା ମୋର ବିଶେୟେ କରୁ ମାୟା ଜଗନ୍ନାଥ, ଭାଗବତ