Jump to content

ନିର୍ଦ୍ଧାର୍ଯ୍ୟ

ଉଇକିଅଭିଧାନ‌ରୁ

ନିର୍ଦ୍ଧାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ନିର୍+ ଧୃ ଧାତୁ+କର୍ମ. ଯ)

[ସମ୍ପାଦନା]
୧. ନିର୍ଣ୍ଣୟ — ୧. Ascertainable.
୨. ନିଶ୍ଚିତ —୨. Certain; setteled.
୩. ନିଷ୍ପତ୍ତି ଯୋଗ୍ୟ — ୩. Capable of being decided.
୪. ନିର୍ଭୟ କର୍ମକର୍ତ୍ତା —୪. Acting fearlessly.
୫. ଅନଳସ; ପରିଶ୍ରମୀ —୫. Industrious.
୬. ଉଦ୍ଗୋଗୀ —୬. Active; energatic.
୭. ଅଟଳ; ଅଭଞ୍ଜନୀୟ —୭. Invoilable.
୮. ନିଶ୍ଚିତ —୮. Sure; certain.
୯. ସାହସୀ —୯. Bold (M.W.)
୧. ନିର୍ଭୟ —୧୦. Fearless (M.W.)