ନିର୍ଧାରଣ୍
ଦେଖଣା
ନିର୍ଧାରଣ୍
ଉଚ୍ଚାରଣ
[ସମ୍ପାଦନା](ନିର୍ଦ୍ଧାରଣ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନିର୍+ ଧୃ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ନିରୂପଣ; ନିର୍ଣ୍ଣୟ —୧. Ascrtainment.
- ୨. ସ୍ଥିରୀକରଣ —୨. Determination.
- ୩. ସଭା ଆଦିର ସିଦ୍ଧାନ୍ତ — ୩. Resolution of a meeting; decision.
- ୪. ଅନେକ ବିଷୟରୁ ଗୋଟିଏ ସ୍ଥିର କରିବା — ୪. Specification or choice of one out of many.
- ୫. ବଇନା ନେବା — ୫. Advancing of earnest money.
- ୬. ଚୁକ୍ତି — ୬. Agreement; contract; covenant.