Jump to content

ନିର୍ଧାରିତ

ଉଇକିଅଭିଧାନ‌ରୁ

ନିର୍ଧାରିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍+ଧୃ ଧାତୁ+କର୍ମ. ତ)

[ସମ୍ପାଦନା]
୧. ସ୍ଥିରୀକୃତ — ୧. Ascertained; confirmed- ratified; fixed.
୨. ମୀମାଂସିତ —୨. Determined; settled; resolved; decided.
୩. ନିଶ୍ଚିତ —୩. Sure; cerain.