Jump to content

ନିର୍ଧୂମ

ଉଇକିଅଭିଧାନ‌ରୁ

ନିର୍ଧୂମ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଧୂମ)

[ସମ୍ପାଦନା]

ଧୂମରହିତ — ୧. Smokeless.

ମରେ ହେଲେ ଶଲ୍ୟଙ୍କ ଦେହୁଟିର ଶୋଭା ଭାଙ୍ଗି ପକାଇଲା ନିର୍ଧୂଞ୍ଜାବନ ପ୍ରଭ—କୃଷ୍ଣସିଂହ. ମହାଭବାରତ. ଶଲ୍ୟ

୨. ନିର୍ମଳ —୨. Clear.
୩. ନିଃଶେଷ —୩. Emptied.
୪. ଶାନ୍ତ —୪. Clam.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅତ୍ୟନ୍ତ —୧. Excessive

ଶୋଇ କରି ହଗ ଅବାଠିଆ ହୋଇ ମତ ନିର୍ଧୂମ ଖରାରେ ପିନ୍ଧି ବନାତର କୋଟି—ଫକୀରମୋହନ, ଉତ୍କଳଭ୍ରମଣ

୨. ବେଦମ୍ —୨. Breathless.

ବିଣର ବିଶେଷଣ - ଓ କ୍ରି.ବିଶେଷଣ -

[ସମ୍ପାଦନା]

ଅତ୍ୟନ୍ତରୂପେ —Excessively.

(ଯଥା—ନିର୍ଧୂମ ମାଡ଼ୁଆ)