Jump to content

ନିର୍ଧୋତ

ଉଇକିଅଭିଧାନ‌ରୁ

ନିର୍ଧୋତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍+ନିଶ୍ଚୟ+ଧୌତ=କ୍ଷାଳିତ)

[ସମ୍ପାଦନା]
୧. ପ୍ରକ୍ଷାଳିତ —୧. Washed off.
୨. ପାଲିସ କରାଯାଇଥିବା —୨. Polished.
୩. ପରିମାର୍ଜିତ —୩. Refined; rectified.
୪. ପରିଷ୍କୃତ —୪. Cleansed.
୫. ଉଜ୍ଜ୍ୱଳ —୫. Brifght (M.W.)