ନିର୍ନମସ୍କାର
ଦେଖଣା
ନିର୍ନମସ୍କାର
ଉଚ୍ଚାରଣ
[ସମ୍ପାଦନା](ନିର୍ଧମସ୍କାରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍+ନମସ୍କାର)
[ସମ୍ପାଦନା]- ୧. ଦେବତା ଓ ଗୁରୁ ଆଦିଙ୍କୁ ନମସ୍କାର କରେ ନାହିଁ —୧. Offering no homage (to the Gods or elders).
- ୨. ଅଭଦ୍ର — ୨. Disrespectful; uncourteous (M.W.)
- ୩. ଅସମ୍ମାନିତ —୩. Unarespected (M.W.)
- ୪. ସମସ୍ତଙ୍କଦ୍ୱାରା ଘୃଣିତ — ୪. Despised by all (M.W.)