ନିର୍ନିମେଷ ଲୋଚନ
ଦେଖଣା
ନିର୍ନିମେଷ ଲୋଚନ
ଉଚ୍ଚାରଣ
[ସମ୍ପାଦନା](ନିର୍ନିମେଷଲୋଚନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ନିର୍ନିମେଷ+ଲୋଚନ ଯାହାର)
[ସମ୍ପାଦନା]ଯାହାର ପଲକ ପଡ଼େନାହିଁ; ଆଖିପଲକ ନ ପକାଇ ଚାହିଁବା ବ୍ୟକ୍ତି — With a fixed gaze; one who does not wink.
ବିଶେଷ୍ୟ -
[ସମ୍ପାଦନା]- ୧. (କର୍ମଧା) ଅନିମେଷ ଦୃଷ୍ଟି —୧. Fixed gaze.
- ୨. (ବହୁବ୍ରୀହି) ଦେବତା —୨. The Gods.