Jump to content

ନିର୍ବଂଶ

ଉଇକିଅଭିଧାନ‌ରୁ

ନିର୍ବଂଶ

ଉଚ୍ଚାରଣ

[ସମ୍ପାଦନା]
(ନିର୍ବିଂଶା—ସ୍ତ୍ରୀ) 

[ନିର୍ବିଂଶତା(ତ୍ୱ)—ବି]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ନିର୍+ବଂଶ)

[ସମ୍ପାଦନା]
୧. ବଂଶହୀନ —୧. Leaving no progeny; without posterity.
୨. ନିଃସନ୍ତାନ; ଯାହାର କେହି ବଂଶଧର ନ ଥାଏ —୨. Issueless; childless.