Jump to content

ନିର୍ବପଣ

ଉଇକିଅଭିଧାନ‌ରୁ

ନିର୍ବପଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର୍ +ବପ ଧାତୁ=ଦାନ କରିବା+ଭାବ. ଅନ)

[ସମ୍ପାଦନା]
୧. ଦାନ — ୧. Giving; donation.
୨. ଅନ୍ନାଦ ପରିବେଷଣ —୨. Serving of food.
୩. ଶ୍ରୀଦ୍ଧରେ ପିଣ୍ଡାଦି ଦାନ —୩. Offering of cooked rice halls to the nanes of the deceased ancestors.