Jump to content

ନିର୍ବର

ଉଇକିଅଭିଧାନ‌ରୁ

ନିର୍ବର

ଉଚ୍ଚାରଣ

[ସମ୍ପାଦନା]
(ନିର୍ବରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନିର୍+ବର)

[ସମ୍ପାଦନା]
୧. ନିର୍ଲଜ୍ଜ (ହିନ୍ଦୀ - ଶ.) — ୧. Shameless.
୨. ନିର୍ଭୟ (ହିନ୍ଦୀ - ଶ.) —୨. Fearless.