ନିର୍ବାଚନୀୟ
ଦେଖଣା
ନିର୍ବାଚନୀୟ
ଉଚ୍ଚାରଣ
[ସମ୍ପାଦନା](ନିର୍ବାଚ୍ୟ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ନିର୍+ବଚ୍ ଧାତୁ+କର୍ମ. ଅନୀୟ)
[ସମ୍ପାଦନା]- ୧. ଯାହା ବାକ୍ୟରେ ପ୍ରକାଶ କରାଯାଇ ନ ପାରେ —୧. Not capable lof being expressed or described; inexpressible; indescribable.
[ଦ୍ରଷ୍ଟବ୍ୟ —ନିର୍ବାଚନୀୟ ଓ ଅନିର୍ବାଚନୀୟ ଏକ ଅର୍ଥ]
- ୨. ଯହା ବ୍ୟାଖ୍ୟାତ ହେବ — ୨. To be explained (M.W.).