ନିର୍ବାଣୀ
ଦେଖଣା
ନିର୍ବାଣୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର=ନାହିଁ+ବାଣୀ=ବାକ୍ୟ)
[ସମ୍ପାଦନା]ବାକ୍ୟହୀନ; ମୌନ —Silent; speechless.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଜୈନମାନଙ୍କର ଦେବତାବିଶେଷ — Name of a j&aline;i̱na Deity.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସନ୍ୱ୍ୟାସୀ ବା ବୈରାଗୀମାନେ ଶାଖାବିଶେଷ — A sect of anchorites.