ନିର୍ବାଣ ମଣ୍ଡପ
=== ସଂସ୍କୃତ - ବିଶେଷ୍ୟ -
କାଶୀସ୍ଥିତ ମୁକ୍ତିମଣ୍ଡପ ନାମକ ତୀର୍ଥ — Name of a holy platform or shrine at Benares.