Jump to content

ନିର୍ବାପକ ଘଣ୍ଟା

ଉଇକିଅଭିଧାନ‌ରୁ

ନିର୍ବାପକ ଘଣ୍ଟା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଆଧୁନିକ ବ୍ୟବହାର)

[ସମ୍ପାଦନା]

ଘରୁ ଅଗ୍ନି ନିଭାଇବା ପାଇଁ ପ୍ରାଚୀନ କାଳରେ ଇଂଲଣ୍ଡରେ ବାଜୁ ଥିବା ଘଣ୍ଟା —The curfew bell of old England.

ଦିବ ଅସୋନେ ଆଗତ ରଜନୀ ନିର୍ବାପକ ଘଣ୍ଟା ବାଜିବ ଏକ୍ଷଣି ଅଜୟଚନ୍ଦ୍ର, ଶେଷବନ୍ଦୀ

[ଦ୍ରଷ୍ଟବ୍ୟ —ପୂର୍ବେ ଇଂଲଣ୍ଡରେ ବହୁତ ଘରପୋଡ଼ି ହେଉଥିଲା ଇଂଲଣ୍ଡର ପ୍ରସିଦ୍ଧ ରାଜା ପ୍ରଥମ ବିଲିୟାମ୍ ଏହି ଗୃହଦାହ ନିବାରଣାର୍ଥ ଆଜ୍ଞା ପ୍ରଚାର କରିଥିଲେ ଯେ ସନ୍ଧ୍ୟା ୮ ଘଣ୍ଟା ବେଳେ ପ୍ରତ୍ୟ୍ୟେକ ଗୃହରେ ନିଆଁ ଓ ଆଲୁଅ ନିଭାଇବାକୁ ହେବ ଏଥିପାଇଁ ବଡ଼ ବଡ଼ ସହରରେ ସନ୍ଧ୍ୟା ୮ଟା ବାଜିଲାକ୍ଷଣି ରାଜକର୍ମଚାରୀମାନେ ଗୋଟିଏ ଘଣ୍ଟା ବଜାଉଥିଲେ ଏହି ଘଣ୍ଟା ଶୁଣି ଗୃହସ୍ଥମାନେ

ଆପଣା ଆପଣା ଘରର ନିଆଁ ନିଭାଇ ଦେଉଥିଲେ ଯେ ଏହି ନିୟମ ଭଙ୍ଗ କରୁଥିଲେ ତାକୁ ରାଜଦଣ୍ଡ ଭୋଗିବାକୁ ହେଉଥିଲେ]