Jump to content

ନିର୍ବାପିତ

ଉଇକିଅଭିଧାନ‌ରୁ

ନିର୍ବାପିତ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷଣ - (ନିର୍ ଧାତୁ+ଣିଚ୍. ବାପି ଧାତୁ+କର୍ମ. ତ)

୧. ନାଶିତ —୧. Destroyed.
୨. ନିହତ —୨. Killed; slaughtered.
୩. ଦତ୍ତ —୩. Given up; offered.
୪. ଲିଭାଇ ଦିଆ ଯାଇଥିବା — ୪. Extinguished; put out.
୫. ପ୍ରଶମିତ —୫. Cooled; allayed; alleviated.