Jump to content

ନିର୍ବାସ

ଉଇକିଅଭିଧାନ‌ରୁ

ନିର୍ବାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର୍+ବସ୍ ଧାତୁ=ବାସ କରିବା+ଅ)

[ସମ୍ପାଦନା]
୧. ଦୂରୀକରଣ —୧. Expulsion; exile.
୨. ନିର୍ବାସନ; ଦେଶାନ୍ତରୀକରଣ —୨. Exile.
୩. ପ୍ରବାସ; ବିଦେଶବାସ —୩. Sojourn.