ନିର୍ବାହ
ଦେଖଣା
ନିର୍ବାହ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନିର୍+ବହୁ. ଧାତୁ=ବଚନ କରିବା+ଭାବ. ଅ)
[ସମ୍ପାଦନା]- ୧. ନିଷ୍ପାଦନ; ସମ୍ପାଦନ; ସମାପନ — ୧. Accomplishing.
- ୨. ସମାପ୍ତି —୨. Cumpletion.
- ୩. ଜୀବିକା —୩. Livelihood.
- ୪. ନିଷ୍ପତ୍ତି —୪. Decision.
- ୫. ପ୍ରାଚୂର୍ଯ୍ୟ —୫. Sufficiency; abundance.
- ୬. କାର୍ଯ୍ୟ ଚାଳନା —୬. Carrying on of a work.
- ୭. କାର୍ଯ୍ୟସାଧନାର ଉପକରଣ — ୭. Provision for supply for a work.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ନିର୍ବାହିତ; ସମ୍ପାଦିତ —Accomplished.
ଏ କଥା କେହି ମୋର ନିର୍ବାହ ହୋଇବ—କୃଷ୍ଣସିଂହ. ମହାଭାରତ ଆଦି
- ୨. ନିର୍ମାଣ —୨. Construction; build.
ଘର ମଧ୍ୟ ସୁବର୍ଣ୍ଣ ରତୁରେ ନିର୍ବାହ କରିଦେଲେ ଦ୍ୱିଜଙ୍କୁ ହୃତେ ବହି ସ୍ନେହ କୃଷ୍ଣସିଂହ. ମହାଭାରତ. ଦ୍ରୋଣ