Jump to content

ନିର୍ବାହ କରିବା

ଉଇକିଅଭିଧାନ‌ରୁ

ନିର୍ବାହ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସମ୍ପାଦନ କରିବା — ୧. To accomplish.
୨. କୌଣସି କାର୍ଯ୍ୟ ସାମାଧାନ କରିବା; ନିର୍ଭା କରିବା — ୨. To bring about a work to an end; to accomplish; to manage; to carry on.

[ଦ୍ରଷ୍ଟବ୍ୟ —ଅହା ଶବ୍ଦ ପରେ ପ୍ରାୟଶଃ ବ୍ୟବହୃତ ହୁଏ, ଯଥା— ବ୍ୟୟ ନିର୍ବାହ କରିବା; ଜୀବିକା ନିର୍ବାହ କରିବା; କାର୍ଯ୍ୟ ନିର୍ବାହ କରିବା ଇତ୍ୟାଦି]