Jump to content

ନିର୍ବିକଳ୍ପ

ଉଇକିଅଭିଧାନ‌ରୁ

ନିର୍ବିକଳ୍ପ

ଉଚ୍ଚାରଣ

[ସମ୍ପାଦନା]

(ସବିକଳ୍ପ—ବିପରୀତ)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍=ନାହିଁ+ବିକଳ୍ପ=ନାଶ ଶେଷ)

[ସମ୍ପାଦନା]
୧. ପରିବର୍ତ୍ତନରହିତ — ୧. Not admitting of an alteration.
୨. ନିତ୍ୟ; ଅପରିବର୍ତ୍ତନୀୟ ୨. Unchangeable; constant; changeless.
୩. ଅଭ୍ରାନ୍ତ; ସନ୍ଦେହରହିତ — Unconditional; free from doubt.
୪. ଜ୍ଞାତୃ ଜ୍ଞେୟତ୍ୱ ଭେଦରହିତ; ବିଶେଷ୍ୟ ବିଶେଷଣତା ସମ୍ୱନ୍ଧରହିତ —୪. Having no difference between the subject and object; indifferent tiated.
୫. ସ୍ଥିର; ନିଶ୍ଚିତ —୫. Settled; certain.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଖଣ୍ଡ ଜ୍ଞାନ —Fixed knowledge.