Jump to content

ନିର୍ବିକଳ୍ପକ

ଉଇକିଅଭିଧାନ‌ରୁ

ନିର୍ବିକଳ୍ପକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍+ବିକଳ୍ପ+କ)

[ସମ୍ପାଦନା]

ନିର୍ବିକଳ୍ପ (ଦେଖ) - — Nirbikalpa (See)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବେଦାନ୍ତ ଅନୁସାରେ ଯୋଗସାଧକର ଯେଉଁ ଅବସ୍ଥାରେ ଜ୍ଞତା ଓ ଜ୍ଞେୟର ଭେଦ ରହେନାହିଁ, ଅର୍ଥାତ୍ ଯହିଁରେ ଜ୍ଞତା ଜ୍ଞେୟରେ ତଦ୍ଗତ ହୋଇଥାଏ — ୧. A state of contemplation in which the devotee becomes one with God.
୨. ଅତିନ୍ଦ୍ରୀୟଜ୍ଞାନ; ଅଲୌକିକ ଆଲେଚନାତ୍ମକ ଜ୍ଞାନ — ୨. Knowledge which transcends the senses.