Jump to content

ନିର୍ବିକାର

ଉଇକିଅଭିଧାନ‌ରୁ

ନିର୍ବିକାର

ଉଚ୍ଚାରଣ

[ସମ୍ପାଦନା]
(ନିର୍ବିକାରା—ସ୍ତ୍ରୀ) 

(ନିର୍ବିକାରତା—ବି)

  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରିହି; ନିର୍+ବିକାର)

[ସମ୍ପାଦନା]
୧. ଅପରିବର୍ତ୍ତନୀୟ — ୧. Unchangeable.
୨. ବିକାରହୀନ —୨. Immutable; unaffected.
୩. ଅବିକୃତ —୩. Uniform; undeteriorated.
୪. ଘୃଣାହୀନ — ୪. Free from hatred.

ବିଶେଷ୍ୟ -

[ସମ୍ପାଦନା]

ପରଂବ୍ରହ୍ମ —The universal Soul; God.