Jump to content

ନିର୍ବିଘ୍ନ

ଉଇକିଅଭିଧାନ‌ରୁ

ନିର୍ବିଘ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର+ବିଘ୍ନ)

[ସମ୍ପାଦନା]

ବିଘ୍ନର ଅଭାବ — Absence of impediment (Apte)

ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]
୧. ବାଧାରହିତ — ୧. Without hinderance; unobstructed.
୨. ନିରାପଦ; ନିରୁପଦ୍ରବ — ୨. safe; free from calamity.